Jump to content

କଲିକତି ଦଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲିକତି ଦଳ
ଉଚ୍ଚାରଣ: Kalikati daḻa

ଦେ. ବି —

ବିଲାତି ଦଳ (ଦେଖ) Bilāti daḻa (See)

[ଦ୍ର—ଏହା କେତେ ବର୍ଷ ପୂର୍ବେ ପ୍ରଥମେ କଲିକତାପ୍ରବାସୀ ଓଡ଼ିଆମାନଙ୍କଦ୍ବାରା ଏ ଦେଶକୁ ଅଣାଯାଇ ଥିବାରୁ ଏହି ନାମ ହୋଇଅଛି]