କଲିକା
ଦେଖଣା
କଲିକା —
ଉଚ୍ଚାରଣ: Kalikā
কলকা; কলকে
चिलम
ଦେ. ବି. (ବଙ୍ଗଳା ଭାଷାରୁ ଅନୁକୃତ) —
ହୁକା ଉପରେ ଗୁଡ଼ାଖୁ ରହିବା ଆଧାର; ହୁକାର ଚିଲମ; ଗୁଡ଼ାଖୁଚିଲମ — The funnel or cup of a hubble-bubble which holds the tobacco-mixture while being smoked.
[ଦ୍ର—ବଙ୍ଗଳାରେ କନିଅର ଫୁଲକୁ କଲିକାଫୁଲ ବୋଲା ଯାଏ ଚିଲମର ଆକୃତି କନିଅର ଫୁଲପରି ଥିବାରୁ ଚିଲମକୁ ବଙ୍ଗଳାରେ 'କଲିକା' ବୋଲାଯାଏ ହୁକାଦ୍ବାରା ଗୁଡ଼ାଖୁ ବ୍ୟବହାର ବଙ୍ଗଦେଶରୁ ଆସିବା ସଙ୍ଗେ ସଙ୍ଗେ ଚିଲମର ଏହି ନାମଟି ମଧ୍ୟ ବଙ୍ଗଳାକୁ ଆସିଅଛି]