କଲିଜା ଥରିବା
ଦେଖଣା
କଲିଜା ଥରିବା —
ଉଚ୍ଚାରଣ: Kalijā tharibā
कलेजा काँपना
ଦେ. ବି —
ହୃଦୟ ଧଡ଼ପଡ଼ ହେବା; ଛାତି ଥରିବା; ଭୟରେ ଅସ୍ଥିରତା ଜାତ ହେବା — Palpitation of the heart due to sudden fright; trembling with fear.