Jump to content

କଲି କାଢ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲି କାଢ଼ିବା
ଉଚ୍ଚାରଣ: Kali kāṟḍ̠ẖibā
কলিবেরকরা कलीनीकालना

ଦେ. କ୍ରି —

କଥା କହିବା ସମୟରେ ନାନାପ୍ରକାର ବ୍ୟଙ୍ଗ— ବାକ୍ୟ ଓ ଟୀକା ପ୍ରଯୋଗପୂର୍ବକ କଥାକୁ ବଢ଼ାଇବା —To lengthen a speech by witticisms and commentaries.