Jump to content

କଲୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲୀ
ଉଚ୍ଚାରଣ: Kalī

ଦେ. ବି —

୧: କଲି (ଦେଖ) — ୧. Kali (See)

୨: (ସଂ. କଳି; ଏହା କଳି ବା କଢ଼ପରି ସରୁ ଓ ଲମ୍ବ ଥିବାରୁ) ଅତି ଛୋଟ ଓ ସରୁ ନଡ଼ିଆ —୨. Very small and slender cocoanut.

[ଦ୍ର—ଏ ନଡ଼ିଆ ଲମ୍ବରେ ୨/୩: ଇଞ୍ଚ ଓ ଏଥିରେ ବ୍ୟାସ ଏକ ଇଞ୍ଚ ବା ଅଧ ଇଞ୍ଚ ହୁଏ ଏ ନଡ଼ିଆକୁ ଲୋକେ ନାସଦାନି ଓ ବୈଦ୍ୟମାନେ ବଟିକା ଓ ଚୁର୍ଣ୍ଣଆଦି ରଖି ବା ଦାନିରୁପେ ବ୍ୟବହାର କରନ୍ତି]