Jump to content

କଲୁରିଗଛି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲୁରିଗଛି
ଉଚ୍ଚାରଣ: Kalurigachhi

ଗ୍ରା. ବି (ସ୍ନେହସୂଚକ ପ୍ରଯୋଗ; କାହାଣୀରେ ବ୍ୟବହୃତ) —

କଲୁରିଗଛ (ଦେଖ) — Kalurigachha (See)

ବଞ୍ଚିଥାଉ ମୋ କଲୁର଼ିଗଛି, କଲୁରି ଥିଲେ ମୋ କିଅଣ ଅଛି—ଶିଶୁବଚନ.ଢଗ