Jump to content

କଲୁରିବେଣ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲୁରିବେଣ୍ଟ
ଉଚ୍ଚାରଣ: Kaluribeṇta

ଗ୍ରା. ବି (ସ୍ନେହସୂଚକ ପ୍ରଯୋଗ; କାହାଣୀରେ ବ୍ୟବହୃତ) —

୧: କଲରା ଫଳ —୧. The hairy memordica fruit.

୨: କଲରା ଫଳର ଡେମ୍ଫ —୨. The stalk of the memordica fruit.