କଲେକ୍ଟରି
ଦେଖଣା
କଲେକ୍ଟରି —
ଉଚ୍ଚାରଣ: Kalekṭari
কালেক্টরী
कलक्टरी
ଦେ. ବି. (ଇଂ. କଲ୍ଲେକ୍ଟରେଟ୍) —
୧: ଜିଲ୍ଲାର ଶାସନକର୍ତ୍ତାଙ୍କ କାର୍ୟ୍ୟାଳୟ — ୧. Collectorate; the office or court of the Collector.
୨: ରାଜ୍ବସ ସଂକ୍ରାନ୍ତ ମକଦମା ବିଚାର ହେବା କଚେରି — ୨. Revenue court.