Jump to content

କଲ୍ଯବର୍ତ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍ୟବର୍ତ୍ତ
ଉଚ୍ଚାରଣ: Kalyabartta

ସଂ. ବି. (କଲ୍ୟ+ବୃତ ଧାତୁ=ବର୍ତ୍ତମାନଥିବା+କର୍ତ୍ତୃ. ଅ) —

୧: ସକାଳ ଭୋଜନ — ୧. Breakfast (M.W.)

୨: ଜଳଖିଆ —୨. Light meal.

୩: ସାମାନ୍ୟ ବିଷୟ —୩. A trifle.