Jump to content

କଲ୍ଯାଣଚନ୍ଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍ୟାଣଚନ୍ଦ୍ର
ଉଚ୍ଚାରଣ: Kalyāṇachandra

ସଂ. ବି—(କର୍ମଧା; କଲ୍ୟାଣ+ଚନ୍ଦ୍ର) —

(ଫଳିତ ଜ୍ଯୋତିଷ) ଜନ୍ମରାଶି ଅନୁସାରେ ତିଥିବିଶେଷରେ ମନୁଷ୍ୟକୁ ପଡ଼ିବା ଶୁଭ ଚନ୍ଦ୍ର —(Hindu Astrology) Auspicious position of the moon in respect of a person on certain lunar days.

[ଦ୍ର—କୃଷ୍ଣପକ୍ଷରେ ଚତୁର୍ଥ ଓ ଦ୍ବାଦଶ ଚନ୍ଦ୍ର, ଏବଂ ଶୁକ୍ଳପକ୍ଷରେ ଦ୍ବିତୀୟ, ପଞ୍ଚମ ଓ ନବମ ଚନ୍ଦ୍ର କଲ୍ୟାଣ ଚନ୍ଦ୍ର ଅଟେ ଯେଉଁ ତିଥିରେ କଲ୍ୟାଣ ଚନ୍ଦ୍ର ହୁଏ ସେ ତିଥିରେ ଉକ୍ତ ବ୍ୟକ୍ତିର ମଙ୍ଗଳ ବା ଶୁଭ ଘଟେ]