କଲ୍ଯାଣପ୍ରଦ
ଦେଖଣା
କଲ୍ୟାଣପ୍ରଦ —
ଉଚ୍ଚାରଣ: Kalyāṇaprada
(କଲ୍ୟାଣପ୍ରଦା—ସ୍ତ୍ରୀ)
ସଂ. ବିଣ. ପୁଂ. (କଲ୍ୟାଣ+ପ୍ର+ଦା ଧାତୁ+କର୍ତ୍ତୃ. ଅ) —
୧: ସୁଖପ୍ରଦ; ଶୁଭକର; ମଙ୍ଗଳକର — ୧. Auspicious; beneficial; propitious.
୨: ସମୃଦ୍ଧିଜନକ —୨. Tending to bring prosperity.