କଲ୍ୟାଣମୟ
ଦେଖଣା
(କଲ୍ଯାଣମଯରୁ ଲେଉଟି ଆସିଛି)
କଲ୍ୟାଣମୟ —
ଉଚ୍ଚାରଣ: Kalyāṇamaya
(କଲ୍ୟାଣମୟୀ—ସ୍ତ୍ରୀ)
ସଂ. ବିଣ. ପୁଂ (କଲ୍ୟାଣ+ପ୍ରାଚୂର୍ୟ୍ୟାର୍ଥେ ମୟ) —
୧: ମଙ୍ଗଳମୟ; ଶୁଭପୂର୍ଣ୍ଣ —୧. Full of bliss.
୨: ଶୁଭକର —୨. Beneficial.
୩: ସୌଭାଗ୍ୟଶାଳୀ —୩. Lucky; fortunate.