କଲ୍ଯାଣସ୍ପଦ
ଦେଖଣା
କଲ୍ୟାଣସ୍ପଦ —
ଉଚ୍ଚାରଣ: Kalyāṇāspada
(କଲ୍ୟାଣାସ୍ପଦା—ସ୍ତ୍ରୀ)
ସଂ. ବିଣ. ପୁଂ. (୬: ଷ୍ଠୀ ତତ୍; କଲ୍ୟାଣ+ଆସ୍ପଦ) —
୧: କଲ୍ୟାଣ ପାଇବାର ଯୋଗ୍ୟ — ୧. Deserving bliss or blessing.
୨: ୟାହାକୁ କଲ୍ୟାଣ କରାଯାଏ —୨. Blessed.
କଲ୍ୟାଣସ୍ପଦ —
ଉଚ୍ଚାରଣ: Kalyāṇāspada
(କଲ୍ୟାଣାସ୍ପଦା—ସ୍ତ୍ରୀ)
ସଂ. ବିଣ. ପୁଂ. (୬: ଷ୍ଠୀ ତତ୍; କଲ୍ୟାଣ+ଆସ୍ପଦ) —
୧: କଲ୍ୟାଣ ପାଇବାର ଯୋଗ୍ୟ — ୧. Deserving bliss or blessing.
୨: ୟାହାକୁ କଲ୍ୟାଣ କରାଯାଏ —୨. Blessed.