କଲ୍ଯାଣୀ
ଦେଖଣା
କଲ୍ୟାଣୀ —
ଉଚ୍ଚାରଣ: Kalyāṇī
ସଂ. ବି. ସ୍ତ୍ରୀ (କଲ୍ୟାଣ+ସ୍ତ୍ରୀ. ଈ) —
୧: ମାଇବାଛୁରୀ; ଛଡ଼ା — ୧. A she-calf; a young cow.
୨: ରାଗବିଶେଷ —୨. Name of a musical air.
ସଂ. ବିଣ. ସ୍ତ୍ରୀ —
୧: କଲ୍ୟାଣପ୍ରଦା; ଶୁଭ ଆନୟନକାରିଣୀ — ୧. One (female) which brings prosperity.
୨: ଶୁଭଯୁକ୍ତା —୨. Propitious; blissful.