Jump to content

କଲ୍ଯାଣ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍ୟାଣ କରିବା
ଉଚ୍ଚାରଣ: Kalyāṇa karibā
কল্যাণকরা कल्याणकरना

ଦେ. କ୍ରି. —

୧: ଆଶୀର୍ବାଦ କରିବା — ୧. To bless.

୨: ଆଶୀର୍ବଚନ ଉଚ୍ଚାରଣ କରିବା — ୨. To utter benediction; to pronounce a blessing while meeting an inferior.