କଲ୍ଲୋଳିତ
ଦେଖଣା
କଲ୍ଲୋଳିତ —
ଉଚ୍ଚାରଣ: Kalloḻita
ସଂ. ବିଣ (କଲ୍ଲୋଳ+ସଂଜାତାର୍ଥେ. ଇତ) —
୧: ତରଙ୍ଗାୟିତ —୧. Billowy.
୨: ତରଙ୍ଗଦ୍ବାରା ଆଲୋଡ଼ିତ — ୨. Full of waves; agitated.
କଲ୍ଲୋଳିତ —
ଉଚ୍ଚାରଣ: Kalloḻita
ସଂ. ବିଣ (କଲ୍ଲୋଳ+ସଂଜାତାର୍ଥେ. ଇତ) —
୧: ତରଙ୍ଗାୟିତ —୧. Billowy.
୨: ତରଙ୍ଗଦ୍ବାରା ଆଲୋଡ଼ିତ — ୨. Full of waves; agitated.