Jump to content

କଲ୍ଲୋଳିନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍ଲୋଳିନୀ
ଉଚ୍ଚାରଣ: Kalloḻinī

ସଂ. ବି. ସ୍ତ୍ରୀ. (କଲ୍ଲୋଳ+ଅଛିଅର୍ଥରେ. ଇନ୍+ସ୍ତ୍ରୀ. ଈ) —

୧: ନଦୀ —୧. River.

୨: ତରଙ୍ଗଯୁକ୍ତ ନଦୀ — ୨. A surging stream (M.W.)