Jump to content

କଲ୍ଲୋଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍ଲୋଳିବା
ଉଚ୍ଚାରଣ: Kalloḻibā

ଦେ. କ୍ରି. (ପଦ୍ୟ) (ଲକ୍ଷଣାର୍ଥ) —

୧: ହର୍ଷ ବା ଆନନ୍ଦରେ ଉତ୍ଫୁଲ୍ଲ ବା ଗଦ୍ଗଦ ହେବା —୧. To be overjoyed; to be elated.

୨: ହର୍ଷ—କୋଳାହଳରେ ପ୍ରତିଧ୍ଵନିତ ହେବା — ୨. To resound or reverberate with sounds of joy.

ଆନନ୍ଦେ ସେ ରୂପେ କଲ୍ଲୋଳିକ ନୂରୁ—ରାଜ—ନଗର ରାଧାନାଥ. ଉଷା

୩: ଆନନ୍ଦରେ ନାଚିବା — ୩. To dance with joy.

୪: ଆନନ୍ଦରେ କୋଳାହଳ କରିବା — ୪. To raise a cry of joy.