Jump to content

କଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ (ଧାତୁ) —
ଉଚ୍ଚାରଣ: Kaḻa (root)

ସଂ. —

୧: ଧ୍ଵନି କରିବା; ରବ କରିବା — ୧. To utter a sound.

୨: ଗମନ କରିବା —୨. To move; to go.

୩: ଗଣନା କରିବା —୩. To count.