Jump to content

କଳଉ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଉ
ଉଚ୍ଚାରଣ: Kaḻabha

ସଂ. ବି. (କଳ=ଧ୍ଵନି କରିବା+ସଂଜ୍ଞାର୍ଥେ. ଅଭ; କିମ୍ବା କର+ ଭା ଧାତୁ+କର୍ତ୍ତୃ. ଅ) —

୧: କରଭ; ୩: ବର୍ଷ ବୟସ୍କ ହସ୍ତିଶାବକ —୧. A young elephant aged ୩୦ years.

୨: ଉଷ୍ଟ୍ରଶାବକ — ୨. A young camel.

୩: ଧାତୁରା ଗଛ —୩. The Thorn-apple plant.