କଳକଣ୍ଠ
ଦେଖଣା
କଳକଣ୍ଠ —
ଉଚ୍ଚାରଣ: Kaḻakaṇṭha
ସଂ. ବି. (ବହୁବ୍ରୀହି; କଳ=ମଧୁର ଧ୍ଵନି+କଣ୍ଠ=ଗଳା) —
୧: କୋକିଳ —୧. Cuckoo.
୨: ହଂସ —୨. Swan
୩: ପାରା —୩. Pigeon.
୪: ମୟୂର —୪. Peacock.
ବାସିତା ସୀତାଙ୍କୁ ଘେନି ତ୍ରିକାଳ ବଚନ ବିଭରନ୍ତି ଦିଗନ୍ତରେ କଳକଣ୍ଠ ସ୍ବନ ଭଞ୍ଜ. ବୈଦେହୀସବିଳାଶ
(କଳକଣ୍ଠୀ—ସ୍ତ୍ରୀ)
ସଂ. ବିଣ. ଫୁ —
ୟାହାର କଣ୍ଠଧ୍ଵନି ମଧୁର; ମିଷ୍ଟ ସ୍ବରଯୁକ୍ତ — Having a sweet tone; having a soft low voice.