Jump to content

କଳକବିଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳକବିଜା
ଉଚ୍ଚାରଣ: Kaḻakabijā
কলকজা कलकजा

ଦେ. ବି. (ସହଚର) —

୧: କଳ ବା ୟନ୍ତ୍ରାଦି — ୧. Machinery.

୨: କୌଣସି କଳର ଆଭ୍ୟନ୍ତରିଣ ଅଂଶଚୟ — ୨. Inner mechanism of a machine.