କଳକଳା
ଦେଖଣା
କଳକଳା —
ଉଚ୍ଚାରଣ: Kaḻakaḻā
ଦେ. ବି —
(ନାମ) କଟକ ଜିଲ୍ଲାର କ୍ଷୁଦ୍ର ରାଜ୍ୟବିଶେଷ — Name of a small estate in the district of Cuttack.
ଦେ. ବିଣ —
୧: କଳକଳ ଶବ୍ଦ କରୁଥିବା — ୧. Making a rippling or gurgline sound (as of a liquid flowing on a rugged surface).
୨: କୋଳାହଳ ଶବ୍ଦ କରୁଥିବା — ୨. Making a brawling noise.