କଳକଳାଇବା
ଦେଖଣା
କଳକଳାଇବା —
ଉଚ୍ଚାରଣ: Kaḻakaḻāibā
কলকলান্
कलकलाना
ଦେ. କ୍ରି. (ପଦ୍ୟ). (ସଂ. କଳକଳାୟମାନ) —
୧: କଳକଳଧ୍ଵନି କରିବା — ୧. To produce a gurgling sound.
୨: ଚିତ୍କାର କରିବା; ଚିଲ୍ଲାଇବା — ୨. To raise a loud noise or outcry.
୩: ପାତ୍ରାଦି ଧୌତ କରିବା (ଗୋପୀନାଥ ନନ୍ଦ) — ୩. To wash utensils.