Jump to content

କଳକଳାୟମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳକଳାୟମାନ
ଉଚ୍ଚାରଣ: Kaḻakaḻāyamāna

ସଂ. ବିଣ. (କଳକଳ+କର୍ତ୍ତୃ. ମାନ) —

୧: କଳକଳ ଶବ୍ଦ କରୁଥିବା — ୧. Making a gurgline noise.

୨: କୋଳାହଳ ଧ୍ଵନି କରୁଥିବା — ୨. Producing a confused noise.