କଳକଳିବା
ଦେଖଣା
କଳକଳିବା —
ଉଚ୍ଚାରଣ: Kaḻakaḻbā
কলকলা
कलकाना
ଦେ. କ୍ରି. (ପଦ୍ୟ) (ସଂ. କଳକଳାୟମାନ) —
କଳକଳ ଶବ୍ଦ କରିବା —To produce a gurgling sound (used in poetry).
ନଦୀ କଳକଳେ ପୁଣି ପତ୍ର ମରମରେ ମଧୁସୂଧନ—କବିତାବଳୀ
କଳକଳିବା —
ଉଚ୍ଚାରଣ: Kaḻakaḻbā
কলকলা
कलकाना
ଦେ. କ୍ରି. (ପଦ୍ୟ) (ସଂ. କଳକଳାୟମାନ) —
କଳକଳ ଶବ୍ଦ କରିବା —To produce a gurgling sound (used in poetry).
ନଦୀ କଳକଳେ ପୁଣି ପତ୍ର ମରମରେ ମଧୁସୂଧନ—କବିତାବଳୀ