Jump to content

କଳକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳକି
ଉଚ୍ଚାରଣ: Kaḻaki

ଦେ. ବି. (ପଦ୍ୟ) (ସଂ. କଳ୍ମୀ) —

କଳ୍ମୀ (ଦେଖ) Kaḻkī (See).

କଳକି ଅବତାର ଯେବେ ସକଳ ଧର୍ମରକ୍ଷା ତେବେ ଜଗନ୍ନାଥ. ଭାଗବତ

ବୈଦେ. ବି. (ତୁର୍କୀ) —

କଲ୍କି (ଦେଖ) Kalki (See)