Jump to content

କଳଗାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଗାଡ଼ି
ଉଚ୍ଚାରଣ: Kaḻagāṟḍ̠i

ଦେ. ବି —

୧: ରେଳଗାଡ଼ି — ୧. Railway engine; steam-engine.

୨: ଯେଉଁ ଗାଡ଼ି ୟନ୍ତ୍ରଦ୍ବାରା ଚଳେ; ମୋଟରଗାଡ଼ି — ୨. Carriage propelled by machine; motor car.