କଳଘୋଡ଼ା
ଦେଖଣା
କଳଘୋଡ଼ା —
ଉଚ୍ଚାରଣ: Kaḻaghoṟḍ̠ā
কলেরঘোড়া
कलराघाड़ा
ଦେ. ବି —
ଭିତରେ ଥିବା କୌଶଳଦ୍ବାରା ପରିଚାଳିତ ବଡ଼— ବଡ଼ କାଗଜ କିମ୍ବା ଲୁଗାରେ ତିଆରି ଘୋଡ଼ା — Huge representation or image of house made with paper, cloth etc. moved by a man working it from within.
[ଦ୍ର—ଶୋଭାୟାତ୍ରା ଆଦିରେ କଳଘୋଡ଼ା, କଳହାତୀ, କଳ ଅସୁର, କଳ ଅସୁରୁଣୀ ଆଦି ବାହାରନ୍ତି ଓ ତାହା ଦେଖିବାକୁ ଅନେକ ଲୋକ ରୁଣ୍ଡ ହୁଅନ୍ତି]