Jump to content

କଳଙ୍କଭଞ୍ଜନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଙ୍କଭଞ୍ଜନ
ଉଚ୍ଚାରଣ: Kaḻaṅkabhan̄jana

ସଂ. ବି. (୬: ଷ୍ଠୀ ତତ୍; କଳଙ୍କ+ଭଞ୍ଜନ) —

୧: କୌଣସି ବ୍ୟକ୍ତିକୁ ଅପବାଦଜନିତ ଦୋଷରୁ ମୁକ୍ତ କରିବା — ୧. Freeing a man from guilt or stain; removing the stain from a man.

୨: ପ୍ରଣାମ ଆଦି ଦେଇ ସ୍ବୟଂ ଅପବାଦରୁ ମୁକ୍ତ ହେବା — ୨. Freeing one's self from blame by explanation or proof.