କଳଙ୍କି
ଦେଖଣା
କଳଙ୍କି —
ଉଚ୍ଚାରଣ: Kaḻaṅki
ଦେ. ବି. (ସଂ. କଳଙ୍କ) —
ଧାତୁର ମଳ — Rust on metals
ବିରୁପାକ୍ଷ ଅରୢଜାତରୂପ ଫରି କଳଙ୍କି ଆସିଲା ପରା ଭଞ୍ଜ. ବୈଦେହୀଶବିଳାସ
ଗ୍ରା. ବି. (ସଂ. କଳ୍ମୀ) —
ବିଷ୍ଣୁଙ୍କର ଦଶମ ବା କଲ୍ଲୀଅବତାର — The ୧୦th incarnation of Bishṇu to fight out sin in the Kaḻi age
କଳି ହେତୁରୁ କଳଙ୍କି ଅବତାର—ପ୍ରାଚି. ରସବାରିଧ