Jump to content

କଳଙ୍କୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଙ୍କୁର
ଉଚ୍ଚାରଣ: Kaḻaṅkura

ସଂ. ବି. (କଳଂ=କଳାନାଦକୁ+କୁର ଧାତୁ=ନିର୍ଗତ କରିବା+କର୍ତ୍ତୃ. ଅ) —

ଜଳାବର୍ତ୍ତ; ଜଳଭଉଁରି — Eddy; whirlpool.