କଳଜଳା
ଦେଖଣା
କଳଜଳା —
ଉଚ୍ଚାରଣ: Kḻajakā
ଦେ. ବିଣ —
ଯେଉଁ ପାନ ବା ଗୁଆକୁ କୌଣସି ବ୍ୟକ୍ତି କଳରେ କିଛିକ୍ଷଣ ୟାକିଥାଏ; ପାଟିକଢ଼ା (ପାନ ବା ଗୁଆ) —Betel or nut which has been kept in the mouth for some time
ନ ଖାଇବୁ ବାବୁ ତୁରେ କଳଜକା ଗୁଆ ପୁରୁଷପଣରେ ହବୁ ମାଇପିଚାଟୁଆ ସ୍ତ୍ରୀ ସମାଜରେ ପ୍ରଚଳିତ ଗୀତ
[ଦ୍ର—ରସିକରସିକାଙ୍କର ପରସ୍ପର କଳଜନା ପାନ ମୁଖଦ୍ବାରା ଦିଆଦେଇ କରିବା ରସିକସମାଜରେ ପ୍ରେମର ଗୋ଼ଟିଏ ଚିହ୍ମ କେତେକ ସ୍ଥଳରେ ବିବାହ ପୂର୍ବରୁ କନ୍ୟାର କଳଜନା ଗୁଆକୁ କନ୍ୟାପକ୍ଷୀୟ ସ୍ତ୍ରୀ ମାନେ ଭାଙ୍ଗି ପାନ ସଙ୍ଗେ ବରକୁ ଅଜ୍ଞାତରେ ଖାଇବାକୁ ଦିଅନ୍ତି ଓ ଏତଦ୍ଦ୍ବାରା ଆଜୀବନ ପତି ପତ୍ନୀର ବଶ ହେବ ବୋଲି ଆଶା କରନ୍ତି]