କଳଞ୍ଜ
ଦେଖଣା
କଳଞ୍ଜ —
ଉଚ୍ଚାରଣ: Kaḻan̄ja
ସଂ. ବି (କ+ଲନଜ୍ ଧାତୁ=କହିବା+କର୍ତ୍ତୃ. ଅ) —
୧: ଧୂଆଁ ପତ୍ର; ତମାଖୁ —୧. Tobacco.
୨: ବିଷାସ୍ତ୍ରବିଦ୍ଧ ବନ୍ୟଜନ୍ତୁ —୨. An animal struck with a poisoned arrow.
୩: ବେତ ଲତା —୩. Calamus Rotang (creeper).
୪: ବିଷାସ୍ତ୍ରବିଦ୍ଧି ଜନ୍ତୁର ମାଂସ —୪. Meat of an animal struck with a poisonous weapon.