Jump to content

କଳଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଣା
ଉଚ୍ଚାରଣ: Kaḻaṇā

ଦେ. ବି (ସଂ. କଳନା) —

୧: ଗଣନା; ଇୟତ୍ତା — ୧. Culculation; counting.

ପଞ୍ଚବଂଶ ସେନା ଏହି,ଏହାଙ୍କ ସଙ୍ଗେ କୋଟି କୋଟି କପି ହେ, କଳଣା ହେବାକୁ ନାହିଁ ବିଶ୍ବନାଥ ବିଚିତ୍ରନାରାୟଣ

୨: କୃତ —୨. Estimate.