Jump to content

କଳତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳତ୍ର
ଉଚ୍ଚାରଣ: Kaḻatra

ସଂ. ବି (କଳ=କ୍ଷୀଣ+ତ୍ରୈ ଧାତୁ=ତ୍ରାଣକରିବା+କର୍ତ୍ତୃ. ଅ) —

୩: ପତ୍ନୀ —୧. Married wife.

୨: ନିତମ୍ବଦେଶ; ପିଚା ଓ କଟିଦେଶ — ୨. The hip and loins.

୩: ଦୁର୍ଗ —୩. Castle; citadel.

୪: ପୁନର୍ବାସୁ ନକ୍ଷତ୍ର — ୪. The ୭th lunar mansion (Apte)