Jump to content

କଳଧଉତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଧଉତ
ଉଚ୍ଚାରଣ: Kaḻadhauta

ଦେ. (ପଦ୍ୟ) ବି. (ସଂ=କଳଧୌତ) —

ସୁନା — Gold.

କଳଧଉତ ଲତା ଜାତେ ଜେହ୍ନେ କାମୀନିଙ୍କ ଗମନ ଅଙ୍ଗ ତେହ୍ନେ ଦୀନକୃଷ୍ଣ. ରସକଲ୍ଲୋଳ