Jump to content

କଳଧୂତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଧୂତ
ଉଚ୍ଚାରଣ: Kaḻadhūta

ସଂ. ବି. (କଳ+ଧୂତ) —

୧: ସୁନା; ସ୍ବର୍ଣ୍ଣ — ୧. Gold.

୨: ରୂପା —୨. Silver.

୩: ଅବ୍ୟକ୍ତ ମଧୁର ଧ୍ଵନି — ୩. Low indistinct noise.