କଳଧ୍ବନି
ଦେଖଣା
କଳଧ୍ଵନି —
ଉଚ୍ଚାରଣ: Kaḻadhwani
ସଂ. ବି. —
୧: (ମଧ୍ୟପଦଲୋପୀ; କଳ+ଧ୍ଵନି; କଳଯୁକ୍ତ ଧ୍ଵନି) — ଅବ୍ୟକ୍ତ ମଧୁର ଧ୍ଵନି — Low indistinct sweet note.
୨: (ବହୁବ୍ରୀହି)—କପୋତ —Turtle-dove.
୩: ପିକ —୩. Cuckoo.
୪: ମୟୁର —୪. Peacock.
କଳଧ୍ଵନି —
ଉଚ୍ଚାରଣ: Kaḻadhwani
ସଂ. ବି. —
୧: (ମଧ୍ୟପଦଲୋପୀ; କଳ+ଧ୍ଵନି; କଳଯୁକ୍ତ ଧ୍ଵନି) — ଅବ୍ୟକ୍ତ ମଧୁର ଧ୍ଵନି — Low indistinct sweet note.
୨: (ବହୁବ୍ରୀହି)—କପୋତ —Turtle-dove.
୩: ପିକ —୩. Cuckoo.
୪: ମୟୁର —୪. Peacock.