Jump to content

କଳନା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳନା କରିବା
ଉଚ୍ଚାରଣ: Kaḻanā karibā
কলনা করা कलनाकरना

ଦେ. କ୍ରି—(ସଂ. କଳନା) —

୧: କଳିବା; ଅବଧାରଣ କରିବା; ମନରେ ଧାରଣା କରିବା — ୧. To comprehend; to ascertain; to form an idea.

କାଲି ୟା ଦୂରରୁ ସଖି ଛଳନା କଲା ମୋ ଆଖି କବିସୂର୍ଯ୍ୟ. କିଶୋରୀଚମ୍ପୁ

୨: ଅନୁମାନେ ଦ୍ବାରାସ୍ଥିର କରିବା — ୨. To estimate; to ascertain by guess.

୩: ମାପିବା — ୩. To measure; to fathom.