Jump to content

କଳନା ପଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳନା ପଡ଼ିବା
ଉଚ୍ଚାରଣ: Kaḻanā paṟḍ̠ibā

ଦେ. କ୍ରି —

ଚିହ୍ନା ପଡ଼ିବା; ଜଣା ପଡ଼ିବା — To be known.

ଲଳନା ରତନ କଳନା ନ ପଡ଼ି କଳା ନାଗବଲ୍ଲୀ ଗେଲେ ମାଗୁ କବିସୂର୍ଯ୍ୟ. ସଙ୍ଗୀତ