Jump to content

କଳପିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳପିତ
ଉଚ୍ଚାରଣ: Kaḻapita

ଗ୍ରା. (ପଦ୍ୟ) ବିଣ. (ସଂ. କଳ୍ପିତ) —

କଳ୍ପିତ (ଦେଖ) Kaḻpita (See)

ପୁତ୍ର କଳପିତ ତୁମ୍ଭେ ଯେ ପାଞ୍ଚ ଭାଇ—କୃଷ୍ଣସିଂହ. ମହାଭାରତ. ବନ