Jump to content

କଳବଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳବଶ
ଉଚ୍ଚାରଣ: Kaḻabaṡa

ଦେ. ବିଣ. —

ୟନ୍ତ୍ରଚାଳିତ — Worked by machinery.

ବିଶ୍ବକର୍ମାକୃତ କୃତ୍ରିମ ପୁତ୍ରୀଙ୍କ କଳବଶ—ଭଞ୍ଜ. ବୈଦେହୀଶବିଳାସ