କଳଭାଷୀ
ଦେଖଣା
କଳଭାଷୀ —
ଉଚ୍ଚାରଣ: Kaḻabhāshī
(କଳଭାଷିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କଳ+ଭାଷ୍ ଧାତୁ+କର୍ତ୍ତୃ. ଇନ୍; ୧: ମା. ୧: ବ.) —
ମଧୁରଭାଷୀ —Sweet-speaking.
ଦେ. ବିଣ. ସ୍ତ୍ରୀ —
(ସଂ. କଳଭାଷୀଣୀ—ମଧୁରବଚନ) କହିବା (ସ୍ତ୍ରୀ) —Sweet-speaking (Woman).
ଆରେ କଳଭାଷି, କୃଶୋଦରୀ କମନୀୟ ମୁଖଶଶୀ କବିସୂର୍ଯ୍ୟ. ରତ୍ନାକରଚମ୍ପୂ