କଳମୋହର
ଦେଖଣା
କଳମୋହର —
ଉଚ୍ଚାରଣ: Kaḻamohara
কলের মোহর
कलदार मुहर
ଦେ. ବି. (ସଂ.କଳା+ଫା. ମୁହର) —
ନୂତନ ଛାଞ୍ଚରେ ତିଆରି ହୋଇଥିବା ପୁରାତନ ମୋହର ପରି ଦେଖାଯିବା ସ୍ବର୍ଣ୍ଣମୁଦ୍ରା — Imitation gold-mohur prepared with the help of a machine to resemble genuine old gold coin.