Jump to content

କଳମ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳମ୍ବ
ଉଚ୍ଚାରଣ: Kaḻamba

ସଂ. ବି. (କଡ଼ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅମ୍ବ) —

୧: ବାଣ; ଶର —୧. Arrow.

ଟାଣେ ବିନ୍ଧେ ଶମ୍ବ ସଦ଼ୃଶ କଳମ୍ବ କବିସୂର୍ଯ୍ୟ. କୁଶୋରୀଚମ୍ପୂ. ଟ ଗୀତ

୨: ଶାଗର ଡେମ୍ପ ବା ଡାଙ୍ଗ — ୨. The stalk of a pot-herb.

୩: କଳମ ଦେ. ୧: (ଦେଖ) ୩. Kaḻama ୧ (See)

୪: କଦମ୍ବ ଗଛ —୪. Anthocephalus Cadamba (tree)