କଳମ୍ବିକା
ଦେଖଣା
କଳମ୍ବିକା —
ଉଚ୍ଚାରଣ: Kaḻambikā
ସଂ. ବି. ସ୍ତ୍ରୀ. (କ=ମସ୍ତକ; ଜଳ+ଲମ୍ବ ଧାତୁ=ବିଶ୍ରାମ କରିବା+ଅଧିକରଣ. ଅ;+କ+ସ୍ତ୍ରୀ. ଆ) —
୧: କଳମ ଶାଗ — ୧. An aquatic plant used in cooking.
୨: ଗ୍ରୀବାର ପଛପଟେ ଥିବା ନାଡ଼ୀ — ୨. The vein behind the neck.