Jump to content

କଳଶାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଶାଇବା
ଉଚ୍ଚାରଣ: Kaḻaṡāibā
कलसोकरना

ଦେ. କ୍ରି —

(ବଢେଇମାନେ) ଦୁଇଖଣ୍ଡି ପଟାକୁ ଯୋଡ଼ିଲା ବେଳେ ତହିଁର ଯୋଡ଼ାଫାଙ୍କକୁ ନିବୁଜ୍ କରିବା ମାନସରେ ଛୋଟ ନିହାଣ ଦ୍ବାରା ଏକ ପଟାର ଉପରପାଖ ଦାଢ଼ରୁ ଅଧେ ଢାଞ୍ଚି ଆର ପଟାର ଢଳଦାଢ଼ ଅଧେ ଢାଞ୍ଚି ଦୁଇ ପଟାର ଢଞ୍ଚା ଅଂଶ ଦ୍ବୟକୁ ଉପରତଳ କରି ଚଢ଼ାଇ ଦେବା — To cause two wooden planks to fit into each other tightly by making half-grooves in both.