Jump to content

କଳଶ ଢାଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳଶ ଢାଳିବା
ଉଚ୍ଚାରଣ: Kaḻaṡa ḍhālibā
কলশ ঢালা लसढालना

ଦେ. କ୍ରି. —

ସ୍ନାନାର୍ଥ ଅନ୍ୟ ବ୍ୟକ୍ତି ଉପରେ କଳଶରୁ ଜଳ ଅଜାଡ଼ିବା —To pour out water over a person from a pitcher.

[ଦ୍ର—ପ୍ରକୃତ କଳଶ ଢଳା ଯାଏ ନାହିଁ; କଳଶରୁ ପାଣି ଢଳା ଯାଏ]