କଳଶ ବସାଇବା
ଦେଖଣା
କଳଶ ବସାଇବା —
ଉଚ୍ଚାରଣ: Kaḻaṡa basāibā
কলশবসান
कलसधरना
ଦେ. କ୍ରି —
୧: ବୈଦିକ କ୍ରିୟା ବା ମାଙ୍ଗଳିକ ଅନୁଷ୍ଠାନରେ ସର୍ବାଦୌ ପୂର୍ଣ୍ଣକୁମ୍ଭ ସ୍ଥାପନ କରିବା —୧. To set up a pitcher filled with water on starting festive or ceremonious rituals.
୨: ମାଙ୍ଗଳିକ ଉତ୍ସବରେ ଗୃହ ସମ୍ମୁଖରେ ବା ଦିହୁଡ଼ିର ଦୁଇ ପାଖରେ ଶୁଭସୂଚକ ପୂର୍ଣ୍ଣକୁମ୍ଭ ସ୍ଥାପନ କରିବା — ୨. To place pitchers filled with water in front of the door on festive occasions.